ଆଜି ପବିତ୍ର ଦୀପାବଳି
ପୁରାଣ ବର୍ଣ୍ଣନାରୁ ଜନଶ୍ରୁତି ଅଛି ଯେ, ପିତୃପୁରୁଷଙ୍କ ପାଇଁ ଦିନଟିଏ ଆମ ପାଇଁ ତାହା ବର୍ଷଟିଏ । ଅର୍ଥାତ ଆମେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ପିତୃପୁରୁଷଙ୍କ ପ୍ରୀତ୍ୟର୍ଥେ ଯେଉଁ ପିଣ୍ଡଦାନ କରୁ । ତାହା ପିତୃପୁରୁଷଙ୍କ କାଳଦଣ୍ଡ ଅନୁଯାୟୀ ସେମାନେ ପ୍ରତିଦିନ ଆମଠାରୁ ପିଣ୍ଡପାଣି ପାଇଥାନ୍ତି । ଏହି ପିତୃପକ୍ଷ ସରିଲା ପରେ ପିତୃପୁରୁଷ ତଥା ବଡ଼ବଡୁଆମାନଙ୍କୁ ଆଜିର ଦିନ ତଥା ଦୀପାବଳିର ପବିତ୍ର ସନ୍ଧ୍ୟାରେ ଆମେ ଆବାହନ କରିଥାଉ । କାଉଁରିଆ କାଠିରେ ଭକ୍ତିଦୀପ ସ୍ୱରୂପ ଯେଉଁ ଅର୍ଘ୍ୟ ଆମେ ବାଢ଼ୁ ତାହା ସେମାନଙ୍କୁ ଆମ ପାଖକୁ ଆସିବାର ଆଲୋକ ଦେଖାଏ । ତେଣୁ ଏଥିପାଇଁ ବଡ଼ବଡୁଆ ଡାକରେ ବୋଲାଯାଏ “ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କୈବଲ୍ୟ ପାଇ ବାଇଶି ପାହାଚରେ ଗଡ଼ଗଡ଼ାଉ ଥାଅ ।
ଆଲୋକର ପର୍ବ ଦୀପାବଳିରେ ବଡ଼ବଡ଼ୁଆଙ୍କୁ ଡାକିବା ସହିତ ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଧାମକୁ ପ୍ରତ୍ୟାବର୍ତ୍ତନ କରିବାର ଖୁସିକୁ ମନାଇବାକୁ ଦେଶବାସୀ ପାଳନ କରନ୍ତି ଏହି ଶୁଭ ଦୀପାବଳି । ଏଥିପାଇଁ ଗାଁରୁ ସହର ସଭିଙ୍କ ମନ ଖୁସି ଓ ଉଲ୍ଲାସରେ ଭରିଯାଏ । ସକାଳୁ ସକାଳୁ ଆରମ୍ଭ ହୋଇଯିବ ପ୍ରସ୍ତୁତି । କିଏ ସବୁଜ ବାଣ କିଣିବା ଲାଗି ବଜାର ଯିବେ ତ ଆଉ କିଏ ସନ୍ଧ୍ୟା ପୂଜା ଲାଗି କାଉଁରିଆ ଏବଂ ପୂଜା ସାମଗ୍ରୀ କିଣିବାକୁ ବାହାରିବେ । ଘର ଗୁଡ଼ିକ ରଙ୍ଗୋଲିରେ ସଜେଇ ହେବ । ଲିଚୁମାଳ ଛାତ ଉପରେ ଝୁଲି ପରିବେଶକୁ ରଙ୍ଗନ କରିବ । ଏମିତି ବିଭିନ୍ନ ପ୍ରକାରେ ଦୀପାବଳି ପାଳିବାକୁ ସଜ ହେଉଥିବେ । ଦୀପ ଜାଳିବା ସହିତ ସନ୍ଧ୍ୟାରେ ବଡ଼ବଡୁଆ ଡାକ ହେବ ।ପୁରାଣ ବର୍ଣ୍ଣନାରୁ ଜନଶ୍ରୁତି ଅଛି ଯେ, ପିତୃପୁରୁଷଙ୍କ ପାଇଁ ଦିନଟିଏ ଆମ ପାଇଁ ତାହା ବର୍ଷଟିଏ । ଅର୍ଥାତ ଆମେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ପିତୃପୁରୁଷଙ୍କ ପ୍ରୀତ୍ୟର୍ଥେ ଯେଉଁ ପିଣ୍ଡଦାନ କରୁ । ତାହା ପିତୃପୁରୁଷଙ୍କ କାଳଦଣ୍ଡ ଅନୁଯାୟୀ ସେମାନେ ପ୍ରତିଦିନ ଆମଠାରୁ ପିଣ୍ଡପାଣି ପାଇଥାନ୍ତି । ଏହି ପିତୃପକ୍ଷ ସରିଲା ପରେ ପିତୃପୁରୁଷ ତଥା ବଡ଼ବଡୁଆମାନଙ୍କୁ ଆଜିର ଦିନ ତଥା ଦୀପାବଳିର ପବିତ୍ର ସନ୍ଧ୍ୟାରେ ଆମେ ଆବାହନ କରିଥାଉ । କାଉଁରିଆ କାଠିରେ ଭକ୍ତିଦୀପ ସ୍ୱରୂପ ଯେଉଁ ଅର୍ଘ୍ୟ ଆମେ ବାଢ଼ୁ ତାହା ସେମାନଙ୍କୁ ଆମ ପାଖକୁ ଆସିବାର ଆଲୋକ ଦେଖାଏ । ତେଣୁ ଏଥିପାଇଁ ବଡ଼ବଡୁଆ ଡାକରେ ବୋଲାଯାଏ “ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କୈବଲ୍ୟ ପାଇ ବାଇଶି ପାହାଚରେ ଗଡ଼ଗଡ଼ାଉ ଥାଅ ।

ଆଲୋକର ପର୍ବ ଦୀପାବଳିରେ ବଡ଼ବଡ଼ୁଆଙ୍କୁ ଡାକିବା ସହିତ ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଧାମକୁ ପ୍ରତ୍ୟାବର୍ତ୍ତନ କରିବାର ଖୁସିକୁ ମନାଇବାକୁ ଦେଶବାସୀ ପାଳନ କରନ୍ତି ଏହି ଶୁଭ ଦୀପାବଳି । ଏଥିପାଇଁ ଗାଁରୁ ସହର ସଭିଙ୍କ ମନ ଖୁସି ଓ ଉଲ୍ଲାସରେ ଭରିଯାଏ । ସକାଳୁ ସକାଳୁ ଆରମ୍ଭ ହୋଇଯିବ ପ୍ରସ୍ତୁତି । କିଏ ସବୁଜ ବାଣ କିଣିବା ଲାଗି ବଜାର ଯିବେ ତ ଆଉ କିଏ ସନ୍ଧ୍ୟା ପୂଜା ଲାଗି କାଉଁରିଆ ଏବଂ ପୂଜା ସାମଗ୍ରୀ କିଣିବାକୁ ବାହାରିବେ । ଘର ଗୁଡ଼ିକ ରଙ୍ଗୋଲିରେ ସଜେଇ ହେବ । ଲିଚୁମାଳ ଛାତ ଉପରେ ଝୁଲି ପରିବେଶକୁ ରଙ୍ଗନ କରିବ । ଏମିତି ବିଭିନ୍ନ ପ୍ରକାରେ ଦୀପାବଳି ପାଳିବାକୁ ସଜ ହେଉଥିବେ । ଦୀପ ଜାଳିବା ସହିତ ସନ୍ଧ୍ୟାରେ ବଡ଼ବଡୁଆ ଡାକ ହେବ ।