କ୍ବାରେଣ୍ଟାଇନ ଅବଧି ବଢିଲା
ଭୁବନେଶ୍ବର() ବଢିଲା କ୍ବାରେଣ୍ଟାଇନ ଅବଧି । ୨୮ ବଢିଲା କ୍ବାରେଣ୍ଟାଇନ ଅବଧି । ୨୧ଦିନ ସରକାରୀ କ୍ବାରେଣ୍ଟାଇନରେ ଓ ବାକି ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ
ସୂଚନା ଅନୁସାରେ, ଗତକାଲି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟିନ ଅବଧି ୧୪ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି ।