ରାଜ୍ୟ

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଏବେ ଲକ୍ଡାଉନ୍ ଓ ସଟଡାଉନ୍ କଟକଣା ରହିଛି । ଏହା ସହିତ ଏବେ ରାଜ୍ୟରେ ନୂଆ ପରିବହନ ଆଇନ୍ ମଧ୍ୟ କୋହଳ କରାଯାଉଛି । ଜୁଲାଇ ୧ ତାରିଖ ପର‌୍ୟ୍ୟନ୍ତ ରାଜ୍ୟରେ ନୂଆ ପରିବହନ ଆଇନ୍ ଲାଗୁ ହେବ ନାହିଁ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏବେ ଜୁଲାଇ ୧ ପର‌୍ୟ୍ୟନ୍ତ ବାଇକ୍ ରେ ଡବଲ ହେଲମେଟ୍ ପିନ୍ଧି ନଥିଲେ କଟିବନି ଫାଇନ୍ । ତେବେ କିଛି ଅମାନିଆ ଏହାର ଫାଇଦା ନଉଠାନ୍ତୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆଗକୁ ଲକ୍ଡାଉନ୍ ଫେଜ୍ ସମାପ୍ତ ହେବା ପରେ ସ୍ଥିତି ଦେଖି ପୁଣି ରାଜ୍ୟରେ ନୂଆ ପରିବହନ ଆଇନ୍ ଲାଗୁ କରାଯିବ ।

Share

Leave a Reply

Your email address will not be published. Required fields are marked *

15 − fourteen =