Latestରାଜ୍ୟ

ଜିଲ୍ଲାର ୮୪% ଗ୍ରାମାଞ୍ଚଳ କରୋନା ମୁକ୍ତ ଅଛି

ଗଞ୍ଜାମ() ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଜିଲ୍ଲାରେ ପୂର୍ବାପେକ୍ଷା ୧୦ ଗୁଣା ଟେଷ୍ଟିଂ ବଢିଛି । ଏବେ ଜିଲ୍ଲାର ୮୪% ଗ୍ରାମାଞ୍ଚଳ କରୋନା ମୁକ୍ତ ଅଛି । ଗଞ୍ଜାମରେ ଟେଷ୍ଟିଂ ସଂଖ୍ୟା ଆଜି ୧ ଲକ୍ଷ ପାର କରିଛି । ଗ୍ରାମାଞ୍ଚଳରେ କୋଭିଡ ବେଡ ୫ ହଜାରରୁ ଅଧିକ ରହିଛି । ଏବେ ଲୋକାମନେ ମଧ୍ୟ ଟେଷ୍ଟିଂ ପାଇଁ ଆଗକୁ ଆସୁଛନ୍ତି ।’

Share

Leave a Reply

Your email address will not be published. Required fields are marked *

seven + 12 =