ମାର୍ଚ୍ଚ ୨୫ ରୁ ୩୧ଯାଏଁ ବଜେଟ ଅଧିବେଶନ
ମାର୍ଚ୍ଚ ୨୫ ରୁ ୩୧ ବସିବ ବିଧାନସଭାର ବଜେଟ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ମାର୍ଚ୍ଚ ୩୧ ତାରିଖରେ ବେୟ ମଞ୍ଜୁରୀ ବିଲ୍ ପରିତ ହେବ। ମୋଟ୍ ୬ଟି କାର୍ଯ୍ୟଦିବସ ରହିବ । ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ।