ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କ ଆଉ ଚାଲ । ନିର୍ଭୟା ୩ ଦୋଷୀ ଅକ୍ଷୟ, ପବନ, ବିନୟ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେର ଦ୍ୱାରସ୍ତ ହୋଇଛନ୍ତି ଏହି ୩ ଦୋଷୀ ।
ସୂଚନା ଅନୁସାରେ, ସମସ୍ତ ୪ ଦୋଷୀଙ୍କୁ ୨୦ ତାରିଖ ସକାଳ ୫ରେ ଫାଶି ହେବ ବୋଲି ଧାର୍ଯ୍ୟ ହୋଇଛି ।