Latestଜାତୀୟ

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ , ମନ୍ତ୍ରୀଙ୍କ ଉପରେ ଟ୍ରାଏଲ

ନୂଆଦିଲ୍ଲୀ() କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । ପୂର୍ବରୁ ଅନିଲ ବିଜ ନିଜକୁ ସ୍ୱେଚ୍ଛାସେବୀ ଘୋଷଣା କରିଥିଲେ । କୋଭାକ୍ସିନ ଟିକା ନେବା ପରେ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଅନିଲ । ୪୨ ଦିନ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ଆସିବ । ପୂର୍ବରୁ ୨ଟି ପର୍ଯ୍ୟାୟର ପରୀକ୍ଷଣ ସଫଳ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × three =