ନୂଆଦିଲ୍ଲୀ() କରୋନା ପାଇଁ IPL ସ୍ଥଗିତ ରଖିବାକୁ ବିସିସିଆଇର ନିଷ୍ପତି । ଆସନ୍ତା ଏପ୍ରିଲ ୧୫ ଯାଏଁ IPL
ସ୍ଥଗିତ ରଖିବାକୁ ନିଷ୍ପତି ହୋଇଛି । ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଥି ବିସିସିଆଇ ଏହି ନିଷ୍ପତି ନେଇଛି ।
ସୂଚନା ଅନୁସାରେ ମାର୍ଚ୍ଚ ୨୯ରୁ IPL ଆରମ୍ଭ ହେବାର ଥିଲା । ହେଲେ ଏବେ ଏହା ଘୁଂଚିଯାଇଛି ।