ତେଲ ଦର ବୃଦ୍ଧିକୁ ନେଇ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ ।ବିଧାନସଭାକୁ କଂଗ୍ରେସର କୌଣସି ବିଧାୟକ ଯିବେ ନାହିଁ ।ଗୃହରେ ମୁଲତବି କରିବାକୁ ଦାବି କଲା ଦଳ ।ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ ।ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ର ଏବଂ ରାଜ୍ୟକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।