Latestମନୋରଞ୍ଜନ

କ୍ୟାନ୍ସର ମୁକ୍ତ ହୋଇ ଭାରତ ଫେରିଲେ ଋଷି

ମୁମ୍ବାଇ() କ୍ୟାନ୍ସର ମୁକ୍ତ ହୋଇ ଗୋଟେ ବର୍ଷ ପରେ ଭାରତ ଫେରିଛନ୍ତି ଋଷି କପୁର । ଋଷିଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଋଷି ନିଜ ପତ୍ନୀ ନୀତୁ କପୁରଙ୍କ ସହ ନଜର ଆସିଛନ୍ତି। ଗୋଟେ ବର୍ଷ ଋଷି କପୁରଙ୍କର ଚିକିତ୍ସା ଆମେରିକାରେ ଚାଲୁଥିଲା। ଏହି ସମୟ ଋଷି କପୁରଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଏବେ ସେ କ୍ୟାନ୍ସର ମୁକ୍ତ ହୋଇ ଭାରତ ଫେରିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × two =