Author: admin

Business

ଟିଭିଏସ୍ ମୋଟୋସୌଲ ୪.୦ରେ ନୂଆ ୨୦୨୫ ଟିଭିଏସ୍ ରୋନିନ୍ ଉନ୍ମୋଚିତ

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ଗୋଆର ଭାଗାଟୋରରେ ଆୟୋଜନ କରାଯାଇଥିବା ମୋଟରସାଇକଲ୍ ଉତ୍ସବ ଟିଭିଏସ୍ ମୋଟୋସୌଲ ୪.୦ ଯେଉଁଥିରେ ନୂଆ ୨୦୨୫ ଟିଭିଏସ୍ ରୋନିନ୍‌କୁ ଉନ୍ମୋଚନ

Read More
Business

ବ୍ୟାଙ୍କ ଅଫ୍ ବରେଦା ଦ୍ୱାରା ଏମଏସଏମଇ ସଂସ୍ଥା ମାନଙ୍କୁ ଅଧିକ ଋଣ ପ୍ରଦାନ ପାଇଁ “ବରୋଦା ମହିଳା ସ୍ୱାବଲମ୍ବନ” ଏବଂ “ବରୋଦା ସ୍ମାର୍ଟ ଓଡି” ଋଣ ସ୍କିମର ଆରମ୍ଭ

ଭୁବନେଶ୍ୱର: ଏମଏସଏମଇ କ୍ଷେତ୍ରକୁ ଆର୍ôଥକ ସହାୟତା ବୃଦ୍ଧି ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଅନୁଯାୟୀ, ଭାରତର ଅନ୍ୟତମ ଅଗ୍ରଣୀ ସରକାରୀ ବ୍ୟାଙ୍କ, “ବ୍ୟଙ୍କ ଅଫ୍ ବରୋଦା” ଦୁଇଟି

Read More
Business

ତନେଇରା ପକ୍ଷରୁ “ଫର ବିଉଟିଫୁଲ୍ ବିଗିନିଙ୍ଗ୍‌ସ”ର ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ବିବାହ ହେଉଛି ଆବେଗ ଯେଉଁଠାରେ ଅତୀତର ସ୍ମୃତି ଓ ଏକ ନୂତନ ଅଧ୍ୟାୟ ଆରମ୍ଭର ମିଶ୍ରଣ ରହିଥିବା ବେଳେ ପ୍ରେମ ପରିସୀମା ଅତିକ୍ରମ କରିଥାଏ ଏବଂ

Read More
HealthLatestରାଜ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଉଛି

ବ୍ରହ୍ମପୁର, ଡିସେମ୍ବର ୬: ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି ହାଇ-ଗ୍ରେଡ୍ ଗ୍ଲିଓମା ଅସ୍ତ୍ରୋପଚାର। ମସ୍ତିଷ୍କରେ ସୃଷ୍ଟି ହେଉଥିବା କିଛି ଉଗ୍ର ଟ୍ୟୁମରକୁ ହାଇ-ଗ୍ରେଡ

Read More
HealthLatestରାଜ୍ୟ

ସୋଆରେ ଜଳବାୟୁ ପରିବର୍ତନ ନେଇ ଡିସେମ୍ବର ୮ ରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ଡିସେମ୍ବର ୬: ବିଶେଷଜ୍ଞ, ପରିବେଶବିତ୍‌, ବ୍ୟବସାୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ସମାଜସେବୀମାନେ ଆସନ୍ତା ଡିସେମ୍ବର ୮ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ

Read More
Business

କ୍ରିସିଲ ପକ୍ଷରୁ ବେଦାନ୍ତର ଦୀର୍ଘକାଳୀନ ଋଣର ରେଟିଂରେ ଉନ୍ନତି

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ ପକ୍ଷରୁ ଘେଷଣା କରାଯାଇଛି ଯେ କ୍ରିସିଲ ରେଟିଂସ ଲିମିଟେଡ ପକ୍ଷରୁ କମ୍ପାନିର ଦୀର୍ଘକାଳୀନ ବ୍ୟାଙ୍କ ବ୍ୟବସ୍ଥା ଓ ଋଣ ଉପକରଣ ରେଟିଂରେ ଉନ୍ନତି

Read More
Business

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୪ ପାଳିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏହାର କର୍ପୋରେଟ୍ କାର୍ଯ୍ୟାଳୟରେ “ବ୍ୟାଙ୍କଆବିଲିଟିଜ୍‌-ବ୍ୟାଙ୍କିଙ୍ଗ ଅନ୍ ଦି ଆବିଲିଟିଜ୍ ଅଫ୍ ଦି ଡିଫରେଂଟ୍‌ଲି ଏବଲ୍‌ଡ” ଶୀର୍ଷକ

Read More
Business

ଏଫଏଆଇ ପକ୍ଷରୁ ସ୍ଥାୟୀ ସାର ଓ କୃଷି ଉପରେ ୬୦ତମ ବାର୍ଷିକ ସେମିନାର ଆୟୋଜିତ

ଭୁବନେଶ୍ୱର: ଭାରତୀୟ ସାର ସଂଘ (ଏଫଏଆଇ) ପକ୍ଷରୁ ‘ସ୍ଥାୟୀ ସାର ଓ କୃଷି ଉପରେ ଗୁରୁତ୍ୱ ଦେଇ ନୂଆଦିଲ୍ଲୀରେ ୬୦ତମ ବାର୍ଷିକ ସେମିନାରର ଶୁଭାରମ୍ଭ କରାଯାଇଛି। ଏହା

Read More
Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଆରାଇଜ୍ ଓମେନ୍‌ସ” ସଂଚୟ ଖାତାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଆରାଇଜ୍ ଓମେନ୍‌ସ” ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି। ଏହାକୁ ମହିଳାମାନଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ

Read More
Business

ଆତ୍ମନିର୍ଭର ହେବେ ମହିଳା ଓ ଯୁବ ବର୍ଗତୁରୁମୁଙ୍ଗାରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲା ଟିପିଏନଓଡିଏଲ

ବାଲେଶ୍ଵର, ୪।୧୨: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି।

Read More