Latestରାଜ୍ୟ

ରତ୍ନଭଣ୍ଡାର ଚାବି ହାଯିବା ଘଟଣାର ତଦନ୍ତ କରିବେ ଜଷ୍ଟିସ ରଘୁବିର ଦାସ

ଭୁବନେଶ୍ୱର () ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଯିବା ଘଟଣାର ତଦନ୍ତ କମିଶନ ଭାବେ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବିର ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏହି ଘଟଣାକୁ ନେଇ ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କମିଶନ ତିନି ମାସ ମଧ୍ୟରେ ତଦନ୍ତ ଶେଷ କରିବେ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ନିରାବତାକୁ ନେଇ ପ୍ରଶ୍ନ ଉଠୁଛି ।

Share

Leave a Reply

Your email address will not be published. Required fields are marked *

seventeen + 20 =