କାଶରୁ ଜଣାପଡିବ କରୋନା ହୋଇଛି କି ନାହିଁ
ଭୁବନେଶ୍ୱର() କାଶରୁ କରୋନା ହୋଇଛି କି ନାହିଁ ଜଣାପଡ଼ିବ । ଏନେଇ ଏବେ ଗବେଷଣା ଜାରି ରହିଛି ବୋଲି ଆରଏମଆରସିର ନିଦେ୍ର୍ଧଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।
ସେ କହିଛନ୍ତିଯେ, ସାଧାରଣ କାଶ ଓ କରୋନା ସଂକ୍ରମିତଙ୍କ କାଶ ମଧ୍ୟରେ ଫରକ ରହିଛି । ବିଭିନ୍ନ କାଶର ଶବ୍ଦକୁ ରେକଡର଼୍ କରାଯାଉଛି । ଏଥିପାଇଁ ଏକ ଆପସ ମଧ୍ୟ ବିକଶିତ ହେବ । ଆପସରେ ଲୋକମାନେ ନିଜ କାଶର ରେକଡର଼୍ିଂ ଛାଡ଼ିବେ । ଫଳରେ କରୋନା ହୋଇଛି କି ନାହିଁ ମଧ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି ।