ବିବାହ ପୂର୍ବରୁ ଝିଅ ମାନଙ୍କ ଥାଏ ଏହି ୩ ଇଚ୍ଛା
ବିବାହକୁ ନେଇ ଝିଅ ମାନଙ୍କର ଅନେକ ଇଚ୍ଛା ରହିଥାଏ । ଯାହା ତାଙ୍କ ଜୀବନସାଥୀଙ୍କ ସହିତ ଜଡିତ ରହିଥାଏ । ହେଲେ ସେମାନେ କେବେ ହେଲେ କହି ପାରନ୍ତି ନାହିଁ । ହେଲେ ଆଜି ଆମେ ଅପଣଙ୍କୁ ଜଣାଇବୁ ଝିଅ ମାନଙ୍କ ଏହି ୩ ଇଚ୍ଛା ।
୧-ପ୍ରତ୍ୟେକ ଝିଅ ଚାହାଁନ୍ତି ତାଙ୍କ ସ୍ୱାମୀ ସାଧୁ କିମ୍ବା ସଚୋଟ ହୋଇଥାନ୍ତୁ ।
୨-ପ୍ରତ୍ୟେକ ଝିଅ ଚାହାଁନ୍ତି କି ତାଙ୍କ ସ୍ୱାମୀ ବିଶ୍ୱାସର ପାତ୍ର ଏବଂ କେବେ ହେଲେ ଧୋକା ନଦେଉ ।
୩-ପ୍ରତ୍ୟେକ ଝିଅ ଚାହାଁନ୍ତି ତାଙ୍କ ସ୍ୱାମୀ ଯେତିକି ବି ରୋଜଗାର କରୁ ସମସ୍ତଙ୍କ ଠାରୁ ଆଗରେ ରହୁ ଏବଂ ପରିବାର ଭଲ ଭାବେ ସମ୍ବାଳିବାର ସକ୍ଷମ ରଖୁ ।