Latestଜାତୀୟ ଦିଲ୍ଲୀରେ ମୃଦୃ ଭୂମିକମ୍ପ February 2, 2019 admin ରାଜଧାନୀ ଦିଲ୍ଲୀ ଅଂଚଳରେ ଆଜି କିଛି ସମୟ ପାଇଁ ମୃଦୃ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୁମିକମ୍ପର ତୀବ୍ରତା ରିକଟର ସ୍କେଲରେ ୬.୪ ହୋଇଥିଲା । ଏହି ଭୁକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୂଶ ପର୍ବତମାଳା ବୋଲି ଜଣାପଡିଛି । ଏହି ଭୂମିକମ୍ପ ପାଇଁ କିଛି ସମୟ ଲୋକମାନେ ଆତଙ୍କିତ ହୋଇପଡିଥିଲେ । Share