ଟାଟା ଷ୍ଟିଲ୍ ପକ୍ଷରୁ ପ୍ରଥମ ଭାରତୀୟ ଇସ୍ପାତ ନିର୍ମାତା ଭାବେ କାର୍ବନ ନିର୍ଗମନ ହ୍ରାସ ପାଇଁ ବାୟୋଚାର୍ର ଶୁଭାରମ୍ଭ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ସଫଳତାର ସହ ଜାମସେଦପୁର କାରଖାନାରେ ବାୟୋଚାର୍କୁ ବ୍ୟବହାର କରାଯାଇଛି। ବାୟୋଚାର୍ ହେଉଛି ଏକ ବାୟୋମାସ୍ ଭିର୍ତ୍ତିକ ଚାର୍କୋଲ୍ (ଅଙ୍ଗାର)। ଦୀର୍ଘସ୍ଥାୟିତ୍ୱ ପ୍ରତି
Read More