Latestରାଜ୍ୟ

ସୁଆଣ୍ଡୋର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି ।
ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ଓ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଓ ସୂଚନା କେନ୍ଦ୍ର ନିର୍ମାଣ ଚାଲିଛି ବୋଲି 5T ସଚିବ କହିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ୧୫ କୋଟି ୧୬ ଲକ୍ଷ ବ୍ୟୟ ଅଟକଳ ହୋଇଛି । ଏପଟେ ଶୁବଶୀଘ୍ର କାମ ଶେଷ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − one =