Latestରାଜ୍ୟ

ଭୁବନେଶ୍ୱର ଏମ୍ସରେ ଏଥରକ ଇକମୋ ଚିକିତ୍ସା ସୁବିଧା

ଭୁବନେଶ୍ୱର: ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା ସପ୍ତାହରୁ ଇକମୋ ମେସିନରୁ ସେବା ଉପଲବ୍ଧ ହେବ । ଓଡିଶାରେ ପ୍ରଥମ ଥର ପାଇଁ ଏମସରେ ଇକୋମୋ ମେସିନ ପ୍ରତିଷ୍ଠା କରାଯାଇଛି । ପୂର୍ବରୁ ଇକୋମୋ ଚିକିତ୍ସା ପାଇଁ କୋଲକାତା ଯିବାକୁ ପଡୁଥିଲା ।

Share

Leave a Reply

Your email address will not be published. Required fields are marked *

14 + 1 =