Latestରାଜ୍ୟ ଭିଜିଲାନ୍ସ ଦ୍ୱାରା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଗିରଫ October 12, 2018 admin ଭୁବନେଶ୍ୱର—ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀଙ୍କୁ ଖୋର୍ଦ୍ଦା ଭିଜିଲାନ୍ସ ଗିରଫ କରିଛି । ହାଡିବନ୍ଧୁ ପାଣିଗ୍ରାହି ନାମକ ଏହି ଅଧିକାରୀ ଜଣକ ଆଜି ଡୁବୁରୀରୁ ଫେରୁଥିବା ବେଳେ ଖଣ୍ଡଗିରି ଛକରେ ଚେକିଂ ବେଳେ ଭିଜିଲାନ୍ସ ତାଙ୍କୁ ଧରୀଥିଲା ଏବଂ ତାଙ୍କ ଠାରୁ ଭିଜିଲାନ୍ସ ନଗଦ ୯୬ହଜାର ୫୦୦ଟଙ୍କା ଜବତ କରିଥିଲା । Share