କ୍ରୀଡା ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କୁ ପୁଣି ମିଳିଲା ସଫଳତା August 29, 2018 admin ଜାକର୍ତ୍ତା: । ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ପାଇଁ ପୁଣି ଥରେ ଗୌରବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ ା ୨୦୦ ମିଟର୍ ଦୌଡ ଇଭେଣ୍ଟରେ ଦୂତୀ ରୋପ୍ୟ ପଦକ ପାଇଛନ୍ତି। ଏହି ଦୂରତାକୁ ଦୂତୀ ୨୩.୨ ସେକେଣ୍ଡରେ ଅତିକ୍ରମ କରି ଅପୂର୍ବ ସଫଳତା ହାସଲ କରିଛନ୍ତି।ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ଦୂତୀ ରୌପ୍ୟ ପଦକ ଜିତିଥିଲେ। Share