Latestଜାତୀୟ

ୟୁପିରେ ତିନି ତଲାକ୍ ଆଇନରେ ପ୍ରଥମ ମାମଲା

ଭୁବନେଶ୍ୱର()   ତିନି ତଲାକ୍ ଆଇନ ହେବା ପରେ ପ୍ରଥମ ମାମଲା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରୁଜୁ ହୋଇଛି । ମଥୁରାର କୋଷେଇପଳା ସହରରେ ରହୁଥିବା ମହିଳା ଜୁରମତଙ୍କୁ ହରିଆନାର ଇକରାମଙ୍କ ଝଗଡ଼ା ହେବାରୁ ମାମଲା ସମାଧାନ କରିବାକୁ ଉଦ୍ୟମ କରୁଥିବାବେଳେ ଥାନା ସମ୍ମୁଖରେ ସେ ତିନି ତଲାକ୍ ଦେଇଥିଲେ ।  ଏହି ମାମଲା ପରେ ଜୁରତଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି ।

Share

Leave a Reply

Your email address will not be published. Required fields are marked *

5 × 5 =