Latestଜାତୀୟ ସହଜ ହେବ ପ୍ୟାନ କାର୍ଡ ମିଳିବା February 1, 2020 admin ନୂଆଦିଲ୍ଲୀ() ଆଧାର କାର୍ଡ ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ପ୍ୟାନ କାର୍ଡ ପାଇବା ସହଜ ହୋଇପାରିବା । Share