BusinessLatestଜାତୀୟ

୨୦୨୪-୨୫ ବଜେଟ୍ ଆକଳନ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟର ମୁଖ୍ୟାଂଶ ଗୁଡ଼ିକ ହେଲା:

●  ଋଣ ବ୍ୟତୀତ ଅନ୍ୟ ମୋଟ ଆୟ: ୩୨.୦୭ ଲକ୍ଷ କୋଟି ଟଙ୍କା।

●  ସମୁଦାୟ ବ୍ୟୟ: ୪୮.୨୧ ଲକ୍ଷ କୋଟି ଟଙ୍କା।

●  ନିଟ୍ ଟିକସ ପ୍ରାପ୍ତି: ୨୫.୮୩ ଲକ୍ଷ କୋଟି ଟଙ୍କା।

●  ବିତ୍ତୀୟ ନିଅଣ୍ଟ: ଜିଡିପିର ୪.୯ ପ୍ରତିଶତ

●  ଆସନ୍ତା ବର୍ଷ ବିତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତରୁ କମ୍ ରେ ରଖିବାକୁ ସରକାର ଲକ୍ଷ୍ୟ ଧାର‌୍ୟ୍ୟ କରିଛନ୍ତି।

●  ମୁଦ୍ରାସ୍ଫୀତି କମ୍ ଓ ସ୍ଥିର ରହିଛି ଏବଂ ୪% ଲକ୍ଷ୍ୟ ଆଡ଼କୁ ଗତି କରୁଛି; ମୂଳ ମୁଦ୍ରାସ୍ଫୀତି (ଅଣଖାଦ୍ୟ, ଅଣ ଇନ୍ଧନ) ୩.୧% ରହିଛି।

●  ବଜେଟରେ ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seven + 14 =